ଚର୍ବ୍ୱିତ Charbbita
- ସଂ. ବିଣ. (ଚର୍ବ୍ୱ ଧାତୁ କର୍ମ+ତ) — ସ୍ୱାଦିତ — Tasted
- ସଂ. ବିଣ. (ଚର୍ବ୍ୱ ଧାତୁ କର୍ମ+ତ) — ଯାହାକୁ ଚୋବା ଯାଏ — Chewed; masticated
- ସଂ. ବିଣ. (ଚର୍ବ୍ୱ ଧାତୁ କର୍ମ+ତ) — ଚୋବାଇ କରି ଖିଆଯିବା — Eaten after mastication
- ସଂ. ବି — ପାନପିକ; ଛେପ; ଛାପ — Spittle
- ସଂ. ବି — ଗୋରୁ ଆଦିଙ୍କ ପାଗୁଳି — Cud
- ସଂ. ବି — ଚର୍ବ୍ୱଣ — Chewing; mastication