ଚର୍ବ୍ୱିତଚର୍ବ୍ୱଣ Charbbitacharbbaṇa
- ସଂ. ବି ( 6 ଷ୍ଠୀ ତତ୍; ଚର୍ବ୍ୱିତ+ଚର୍ବ୍ୱଣ) — ପାଗୁଳି — Chewing of the cud
- ସଂ. ବି ( 6 ଷ୍ଠୀ ତତ୍; ଚର୍ବ୍ୱିତ+ଚର୍ବ୍ୱଣ) — (ଲକ୍ଷଣାର୍ଥ) କଥିତ ବସ୍ତୁର ପୁନଃ କଥନ — (figurative) Repetition of a thing already said
- ସଂ. ବି ( 6 ଷ୍ଠୀ ତତ୍; ଚର୍ବ୍ୱିତ+ଚର୍ବ୍ୱଣ) — (ଲକ୍ଷଣାର୍ଥ) କୃତ କାର୍ଯ୍ୟର ପୁନଃକରଣ — (fig.) Redoing of a work once done