ଚର୍ଚ୍ଚରୀକ Charcharīka

  • ସଂ. ବି — ମହାକାଳ ଭୈରବ; ଶିବଙ୍କ ଅନୁଚରବିଶେଷ (ହି. ଶବ୍ଦସାଗର) — One of the attendants of Ṡiba
  • ସଂ. ବି — ଶାଗ; ଶାକ (ହି. ଶବ୍ଦସାଗର) — Pot-herb
  • ସଂ. ବି — କେଶବିନ୍ୟାସ; ମୁଣ୍ଡ ବାଳ ସାଉଁଳିବା କର୍ମ (ହି. ଶବ୍ଦ— ସାଗର) — Act of dressing up of the hair