ଚର୍ଚ୍ଚନ Charchchana

  • ସଂ. ବି. (ଚର୍ଚ୍ଚ ଧାତୁ +ଭାବ. ଅନ) — ଆଲୋଚନା — Discussion
  • ସଂ. ବି. (ଚର୍ଚ୍ଚ ଧାତୁ +ଭାବ. ଅନ) — ଲେପନ — Besmearing; anointing