ଚର୍ଚିକା Charchikā
- ସଂ. ବି. ସ୍ତ୍ରୀ (ଚର୍ଚ ଧାତୁ+ଭାବ. ଅକ+ସ୍ତ୍ରୀ. ଆ) — ଅଙ୍ଗରେ ଚନ୍ଦନାଦି ଲେପନ — Smearing the body with scented pastes
- ସଂ. ବି. ସ୍ତ୍ରୀ (ଚର୍ଚ ଧାତୁ+ଭାବ. ଅକ+ସ୍ତ୍ରୀ. ଆ) — ଚର୍ଚ୍ଚା; ଆଲୋଚନା (ହି. ଶବ୍ଦସାଗର) — Discussion
- ସଂ. ବି. ସ୍ତ୍ରୀ (ଚର୍ଚ ଧାତୁ+ଭାବ. ଅକ+ସ୍ତ୍ରୀ. ଆ) — ଦୁର୍ଗା (ହି. ଶବ୍ଦସାଗର) — Goddess Durga (M.W.)
- ସଂ. ବି. ସ୍ତ୍ରୀ (ଚର୍ଚ ଧାତୁ+ଭାବ. ଅକ+ସ୍ତ୍ରୀ. ଆ) — ଏକପ୍ରକାର ଶିମ୍ବ (ହି. ଶବ୍ଦସାଗର) — A kind of bean
- ଦେ. ବି. — କଟକ ଜିଲ୍ଲାର ବାଙ୍କି ରାଜ୍ୟର ପ୍ରଧାନ ଗ୍ରାମ — The big village of Banki in Cuttack District
- ଦେ. ବି. — ବାଙ୍କିରେ ପୂଜିତା ଦୁର୍ଗାମୂର୍ତ୍ତି; ଚାତକେଇ — Name of the goddess in Banki
- ଦେ. ବି. — [ଦ୍ର—ଉତ୍କଳରେ ପୂଜା ପାଉଥିବା ଅଷ୍ଟ ଚଣ୍ଡିଙ୍କ ମଧ୍ୟରୁ ଏ ଏକତମ, ଏହାଙ୍କ ମନ୍ଦିର ଗୋଟିଏ ପାହାଡ଼ ଓ ମହାନଦୀ ନିକଟରେ ଅବସ୍ଥିତ।
- ଦେ. ବି. — । ନାବିକ ଅର୍ଚ୍ଚିତ ଚର୍ଚ୍ଚିକା ଦେବୀ ବାଙ୍କି-ଈଶ୍ୱରୀ। ରାଧାନାଥ, ଚନ୍ଦ୍ରଭାଗା।