ଚରିଷ୍ଣୁ Charishṇu

  • ସଂ. ବିଣ (ଚର୍ ଧାତୁ+ଶୀଳାର୍ଥେ. ଇଷ୍ଣୁ; ତୁଳ. ସହିଷ୍ଣୁ, ବର୍ଦ୍ଧିଷ୍ଣୁ, ଉତ୍ପତିଷ୍ଣୁ) — ଚଳନଶୀଳ; ଗତିଶୀଳ; ଜଙ୍ଗମ — 1. Moving about; moveable-
  • ବି (ନାମ) — କୀର୍ତ୍ତିମାନ୍ ରାଜଙ୍କ ପୁତ୍ର — Name of the son of the king Kīrtiman