ଚରିତ୍ରହୀନ Charitrahīna

  • ସଂ. ବିଣ. ପୁଂ.— ( 3 ୟା ତତ୍; ଚରିତ୍ରଦ୍ୱାରା ହୀନ) — ଅସଚ୍ଚରିତ୍ର; ନଷ୍ଟଚରିତ୍ର; କୁଚରିତ୍ର; ଅନୈତିକ; ସଦ୍ଗୁଣଶୂନ୍ଯ; ଯାହାର ସଦ୍ଗୁଣ ନାହିଁ — Immoral; of bad character; devoid of moral stamina