ଚରିତ୍ରବାନ୍ Charitrabān
- ସଂ. ବିଣ. ପୁଂ (ଚରିତ୍ର+ଅଛି ଅର୍ଥରେ ବତ୍. 1 ମା. 1 ବ) ସଚ୍ଚରିତ୍ର; ସୁଗୁଣସମ୍ପନ୍ନ — Of good character; of an excellent moral character
- ସଂ. ବିଣ. ପୁଂ (ଚରିତ୍ର+ଅଛି ଅର୍ଥରେ ବତ୍. 1 ମା. 1 ବ) ଯେ ହୋମ ବା ବ୍ରତ କରି ସାରିଅଛି — One who has already performed a sacrifice (M.W.)