ଚରିତ୍ରଚିତ୍ରଣ Charitra chitraṇa
- ସଂ. ବି. ( 6 ଷ୍ଠୀ ତତ୍; ଚରିତ୍ର+ଚିତ୍ରଣ) — କୌଣସି ଐତିହାସିକ ବା ପୌରାଣିକ ବ୍ଯକ୍ତିଙ୍କର ସ୍ୱଭାବ କିପରି ଥିଲା ତହିଁର ବିଶଦ ବର୍ଣ୍ଣନା — Depicting the character of a historical or a mythological personage
- ସଂ. ବି. ( 6 ଷ୍ଠୀ ତତ୍; ଚରିତ୍ର+ଚିତ୍ରଣ) — ମନୁଷ୍ୟ ଚରିତ୍ରର ବ୍ୟାଖ୍ୟାନ — Depicting human nature; a study of human nature as depicted in a work of history; biography or fiction