ଚରିତାର୍ଥ କରିବା Charitārtha karibā

  • ଦେ. କ୍ରି. (ସଂ.ଚରିତାର୍ଥୟ ନାମ ଧାତୁ) — ଅନ୍ୟର ବାଞ୍ଛା ସିଦ୍ଧ କରି ତାକୁ ସନ୍ତୁଷ୍ଟ ବା ସୁଖୀ କରାଇବା — To make one happy by fulfilling one's desire
  • ଦେ. କ୍ରି. (ସଂ.ଚରିତାର୍ଥୟ ନାମ ଧାତୁ) — ଅନ୍ୟକୁ ସନ୍ତୁଷ୍ଟ କରିବା — To satisfy a person
  • ଦେ. କ୍ରି. (ସଂ.ଚରିତାର୍ଥୟ ନାମ ଧାତୁ) — ଅନ୍ଯ ବ୍ଯକ୍ତିକୁ ଉଦ୍ଦେଶ୍ୟ ସାଧନରେ ସହାୟ ହେବା — To cause any one to attain his aim