ଚରମଭାଗ Charamabhāga

  • ସଂ. ବି. — ଶେଷ ଅଂଶ — Final or last position
  • ଦେ. ବି. — ପୃଷ୍ଠଆଡ଼; ପିଠିପଟ — Back side; the side towards ones back
  • ଦେ. ବି. — ପଛଆଡ଼ — 2. Hind part
  • ଦେ. ବି. — ଚରମଭାଗ ମୋ ଭାରି ଲାଗି ନାହିଁ ଭ୍ରମେ ଡରି ଚମକି ତ ନାହିଁ ମୋର ଛାତିରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ।