ଚରଣାୟୁଧ Charaṇāyudha
- ସଂ. ବି (ବହୁବ୍ରୀହି; ଯାହାର ଚରଣ ଆୟୁଧସ୍ୱରୂପ; ଯାହାର ଚରଣ ତୀକ୍ଷ୍ଣ ନଖଯୁକ୍ତ; ଯେ ଚରଣଦ୍ୱାରା ଅନ୍ଯ କୁକ୍କୁଟ ସଙ୍ଗେ ଯୁଦ୍ଧ କରେ) — କୁକ୍କୁଟ; କୁକୁଡ଼ା — Cock
- ସଂ. ବି (ବହୁବ୍ରୀହି; ଯାହାର ଚରଣ ଆୟୁଧସ୍ୱରୂପ; ଯାହାର ଚରଣ ତୀକ୍ଷ୍ଣ ନଖଯୁକ୍ତ; ଯେ ଚରଣଦ୍ୱାରା ଅନ୍ଯ କୁକ୍କୁଟ ସଙ୍ଗେ ଯୁଦ୍ଧ କରେ) — ଚରଣାୟୁଧବୃନ୍ଦ ରଟିଲାରେ, କର କରୁଣା ବୋଲି ଯେତେ ଚାଟୁ ରଚିଲି ତୋ ମାନଗଣ୍ଠି ତ ନ ଫିଟିଲାରେ। କବିସୂର୍ଯ୍ୟ—ସଙ୍ଗୀତ।
- ସଂ. ବି (ବହୁବ୍ରୀହି; ଯାହାର ଚରଣ ଆୟୁଧସ୍ୱରୂପ; ଯାହାର ଚରଣ ତୀକ୍ଷ୍ଣ ନଖଯୁକ୍ତ; ଯେ ଚରଣଦ୍ୱାରା ଅନ୍ଯ କୁକ୍କୁଟ ସଙ୍ଗେ ଯୁଦ୍ଧ କରେ) — ଶିକାରୀ ପଶୁପକ୍ଷୀ ଓ ଜୀବଜନ୍ତୁ — Birds and beasts of pray
- ସଂ. ବିଣ — ଯାହାର ଗୋଡ଼ ଅସ୍ତ୍ରରୂପେ ବ୍ଯବହୃତ — Having the feet as weapon (animal) fighting with the feet