ଚରଣାମୃତ Charaṇāmṛuta
- ସଂ. ବି—( 6 ଷ୍ଠୀ ତତ୍ କିମ୍ବା ମ. ପ. ଲୋ; ଚରଣ+ ଅମୃତ) — ଦେବତା, ବ୍ରାହ୍ମଣ ବା ଗୁରୁଜନଙ୍କର ପାଦପ୍ରକ୍ଷାଳନ ଜଳ; ଯେଉଁ ଜଳକୁ ଭକ୍ତ ପାନ କରେ; ପାଦୋଦକ; ପାଦୁକ; ଗୋଡ଼ଧୁଆ ପାଣି — Water with which the feet of a Deity, Brahamana or spiritual preceptor have been washed and which is taken with avidity by a devotee or disciple
- ସଂ. ବି—( 6 ଷ୍ଠୀ ତତ୍ କିମ୍ବା ମ. ପ. ଲୋ; ଚରଣ+ ଅମୃତ) — [ଦ୍ର—ଚରଣାମୃତ 'ପିଇବା'କୁ ଭକ୍ତିରେ ଚରଣାମୃତ 'ପାଇବା' ବା 'ସେବା କରିବା' ବୋଲାଯାଏ।]