ଚରଣାନୁଗତ Charaṇānugata

  • ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ଚରଣ+ଅନୁ+ଗମ୍+ କର୍ତ୍ତୃ. ତ) — ଅନ୍ୟର ପଦାଙ୍କ ଅନୁସରଣ— କାରୀ ବା ପଶ୍ଚାଦଗାମୀ — Following another's foot steps
  • ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ଚରଣ+ଅନୁ+ଗମ୍+ କର୍ତ୍ତୃ. ତ) — ଅତ୍ୟନ୍ତ ବିନୀତ ଓ ଆଜ୍ଞାପାଳକ — Most humble and obedient subservient
  • ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ଚରଣ+ଅନୁ+ଗମ୍+ କର୍ତ୍ତୃ. ତ) — ପ୍ରଭୁଙ୍କର ଚରଣ ସେବାକାରୀ — Tending the feet of or serving the master
  • ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ଚରଣ+ଅନୁ+ଗମ୍+ କର୍ତ୍ତୃ. ତ) — ଶରଣାଗତ (ହି. ଶବ୍ଦସାଗର) — One who is under the shelter of another