ଚରଣାଦ୍ରି Charaṇādri

  • ସଂ. ବି (ନାମ) (ମଧ୍ୟପଦଲୋପୀ; ଚରଣାଙ୍କିତ ଅଦ୍ରି) — ଚୁନାର୍; କାଶୀ ଓ ମିର୍ଜାପୁର ମଧ୍ୟରେ ଥିବା ସ୍ଥାନ — Chunar, a town between Benares and Mirjapur
  • ସଂ. ବି (ନାମ) (ମଧ୍ୟପଦଲୋପୀ; ଚରଣାଙ୍କିତ ଅଦ୍ରି) — [ଦ୍ର—ଏଠାରେ ଗୋଟିଏ ଛୋଟ ପାହାଡ଼ରେ ବୁଦ୍ଧଦେବଙ୍କର ଚରଣଚିହ୍ନାଙ୍କିତ ଖଣ୍ତିଏ ପଥର ଅଛି। ଏ ପଥରକୁ ମୁସଲମାନମାନେ ନେଇ ଗୋଟିଏ ମସଜିଦରେ ରଖି କହନ୍ତି ଯେ, ଏ କଦମ୍ ରସୁଲ୍ (ମହମ୍ମଦଙ୍କ ପଦଚିହ୍ନ) ଅଟେ। ହି. ଶବ୍ଦସାଗର]