ଚରଣସେବା Charaṇasebā

  • ସଂ. ବି ( 6 ଷ୍ଠୀ ତତ୍; ଚରଣ+ସେବା) — ଗୋଡ଼ ଘଷିବା; ପଦସଂବାହନ — Caressing of the feet of another
  • ସଂ. ବି ( 6 ଷ୍ଠୀ ତତ୍; ଚରଣ+ସେବା) — ଗୁରୁଜନଙ୍କ ପ୍ରତି ଶିଷ୍ୟାଦିଙ୍କର ଆନୁଗତ୍ୟ — Obedience; whole hearted devotion; one's elder or superior
  • ସଂ. ବି ( 6 ଷ୍ଠୀ ତତ୍; ଚରଣ+ସେବା) — ପ୍ରଭୁ ବା ଗୁରୁଜନଙ୍କର ସେବା — A master's service; serving at the feet of the master; devoted service to one's master