ଚରଣପାଦୁକା Charaṇapādukā

  • ସଂ. ବି ( 6 ଷ୍ଠୀ ତତ୍; ଚରଣ+ପାଦୁକା) — କଠଉ; ଖଡ଼ମ — Wooden sandals
  • ସଂ. ବି ( 6 ଷ୍ଠୀ ତତ୍; ଚରଣ+ପାଦୁକା) — ଜୋତା — Shoes
  • ସଂ. ବି ( 6 ଷ୍ଠୀ ତତ୍; ଚରଣ+ପାଦୁକା) — ଚରଣଚିହ୍ନ (ହି. ଶବ୍ଦସାଗର) (ଦେଖ) — Charaṇachihna (See)