ଚରଣପର୍ବଣ Charaṇaparbaṇa

  • ସଂ. ବିଣ ( 6 ଷ୍ଠୀ ତତ୍; ଚରଣ+ପର୍ବନ୍) — ଗୋଇଠି; ଏଡ଼ି (ହି. ଶବ୍ଦସାଗର) — The back of the heel
  • ସଂ. ବିଣ ( 6 ଷ୍ଠୀ ତତ୍; ଚରଣ+ପର୍ବନ୍) — ଗୁଳ୍ଫ; ଗୋଛି (ହି. ଶବ୍ଦସାଗର) — The part of the ankle where the muscles of the leg combine