ଚରଣପଦ୍ମ Charaṇapadma

  • ସଂ. ବି. (ରୂପକ କର୍ମଧାରୟ; ଚରଣ+ପଦ୍ମ) — ଚରଣକମଳ (ଦେଖ) — Charaṇakamaḻa (See)
  • ସଂ. ବି. (ରୂପକ କର୍ମଧାରୟ; ଚରଣ+ପଦ୍ମ) — ଚରଣପଦ୍ମ ତଳୁ ଦୟାସାଗର ସତେ କି ଏ ଦାସୀକି କଲ ଅନ୍ତର— ମଧୁସୂଦନ, ସୀତାବନବାସ।