ଚରଣନ୍ୟାସ Charaṇanyāsa

  • ସଂ. ବି. ( 6 ଷ୍ଠୀ ତତ୍; ଚରଣ+ନ୍ୟାସ) — ଚାଲିବା ପାଇଁ ଗୋଡ଼ ଭୂମିରେ ପକାଇବା; ପଦନ୍ୟାସ — Footstep (M.W.)
  • ସଂ. ବି. ( 6 ଷ୍ଠୀ ତତ୍; ଚରଣ+ନ୍ୟାସ) — ପାଦଚିହ୍ନ; ଚରଣଚିହ୍ନ — Footmark (M.W.)