ଚରଣଦେଶ Charaṇadeṡa

  • ଦେ. ବି. (ରୂପକ କିମ୍ବା ମ. ପ. ଲୋ; ଚରଣାଧିକୃତ ଦେଶ) — ଚରଣତଳ; ପାଦଦେଶ; ଗୋଡ଼ତଳ; ପୂଜ୍ୟ ବ୍ଯକ୍ତିଙ୍କର ଚରଣ ଯେଉଁ ସ୍ଥାନରେ ପଡ଼ିଥାଏ — Ground near one's foot
  • ଦେ. ବି. (ରୂପକ କିମ୍ବା ମ. ପ. ଲୋ; ଚରଣାଧିକୃତ ଦେଶ) — ପଡ଼ିଲେ ସେ ତାହାଙ୍କ ଚରଣଦେଶରେ—କୃଷ୍ଣସିଂହ, ମହାଭାରତ, ସଭା।