ଚରଣତଳେପଡ଼ିବା Charaṇataḻepaṟḍ̠ibā

  • ଦେ. କ୍ରି—ଗୋଡ଼ତଳେପଡ଼ିବା — ଅନୁଗ୍ରହ, ଦୟା, କ୍ଷମା, ଆଶୀର୍ବାଦ ପାଇବା ଉଦ୍ଦେଶ୍ୟ ମାନ୍ୟ ବ୍ଯକ୍ତିର ଗୋଡ଼ତଳେ ପ୍ରଣିପାତ କରିବା — To fall at the foot of another; to lie prostrate at the foot of a person (to gain blessing, favour, kindness or forgiveness.)
  • ଦେ. କ୍ରି—ଗୋଡ଼ତଳେପଡ଼ିବା — ଗୋଡ଼ପାଖରେ ମୁଣ୍ତ ଲଗାଇ ପ୍ରଣାମକରିବା — To make obeisance by touching one's head to the feet of an elderly person