ଚରଣଚୁଟିଆ Charaṇachuṭiā
- ଦେ. ବିଣ. ପୁଂ.—(ମନ୍ଦାର୍ଥ)—(ସଂ. ଚରଣ ଓ ଓଡ଼ିଆ ଚୁଟି=ଶିଖା) — ଯେଉଁ ବ୍ଯକ୍ତି ସମୟ ପଡ଼ିଲେ ଚରଣ ଧରି ଖୋସାମତ କରେ ଓ ସମୟ ପଡ଼ିଲେ ପୁଣି ଚୁଟି ଧରି ମାରେ — Time-serving; a person who acts slavishly and impudently as occasion requires; a man of no principles