ଚରଣଘଷା Charaṇaghashā

  • ଦେ. ବି.—(ସଂ. ଚରଣ+ଘର୍ଷଣ) — ଗୋଡ଼ଘଷା ପଥର— ଯେଉଁ କଳା ପଥରରେ ଲୋକେ ନିଜ ଗୋଡ଼ର ତଳିପାକୁ ଘଷି ମଳିଚମ ସଫା କରନ୍ତି — A slab of sand-stone on which people rub the soles of their feet to clear away the overgrown skin