ଚରଣଗ୍ରନ୍ଥି Charaṇagranthi

  • ସଂ. ବି.—( 6 ଷ୍ଠୀ ତତ୍; ଚରଣ=ପାଦ+ଗ୍ରନ୍ଥି=ଗଣ୍ଠି) — ଗୋଡ଼ର ଗୋଛି ବା ଗୋଇଠି — Posterior heel of foot
  • ସଂ. ବି.—( 6 ଷ୍ଠୀ ତତ୍; ଚରଣ=ପାଦ+ଗ୍ରନ୍ଥି=ଗଣ୍ଠି) — ବଳାଗଣ୍ଠି — Ankle