ଚରଣଗୁପ୍ତ Charaṇa gupta
- ସଂ. ବି. (ବହୁବ୍ରୀହି; ଚରଣ ହୋଇଅଛି ଗୁପ୍ତ ଯହିଁରେ) — ଚିତ୍ରକାବ୍ୟ ବା ଚିତ୍ର ରଚନାବିଶେଷ — A kind of artistic poetical composition
- ସଂ. ବି. (ବହୁବ୍ରୀହି; ଚରଣ ହୋଇଅଛି ଗୁପ୍ତ ଯହିଁରେ) — [ଦ୍ର—ଏପରି ରଚନା ଭଞ୍ଜୀୟ ଯୁଗର ସାହିତ୍ୟରେ ବହୁଳ ହୋଇଥିଲା। ଦତ୍ତାକ୍ଷର, ଚ୍ୟୁତାକ୍ଷର ଓ ଦତ୍ତଚ୍ୟୁତାକ୍ଷର ଆଦି ନାମରେ ଏହି ଶ୍ରେଣୀର ବହୁ ରଚନା ତତ୍କାଳୀନ କବିମାନେ କରି ନିଜର ଶବ୍ଦପାଣ୍ତିତ୍ୟ ଦେଖାଇବା ସଙ୍ଗେ ସଙ୍ଗେ ରଚନାମାନଙ୍କୁ ଦୁର୍ବୋଧ୍ୟ କରି ପାରିଥିଲେ।]