ଚରଣକୃପା Charaṇakṛupā

  • ସଂ. ବି. ( 6 ଷ୍ଠୀ ତତ୍; ଚରଣ+କୃପା; ଗୁରୁଜନଙ୍କ ପ୍ରତି ବ୍ଯବହୃତ ଶବ୍ଦ) — ଚରଣର ଦୟା; (ଅର୍ଥାତ୍ ସେ ଚରଣ ଯାହାଙ୍କର ତାଙ୍କର) ଦୟା ବା ଅନୁଗ୍ରହ; ସଂବୋଧିତ ଗୁରୁଜନଙ୍କ ଦୟା — The kindness or favour (of the elderly person addressed)
  • ସଂ. ବି. ( 6 ଷ୍ଠୀ ତତ୍; ଚରଣ+କୃପା; ଗୁରୁଜନଙ୍କ ପ୍ରତି ବ୍ଯବହୃତ ଶବ୍ଦ) — (ଯଥା— ଆପଣଙ୍କ ଚରଣକୃପାରୁ ମୁଁ ସୁଖରେ ଅଛି। ଅର୍ଥାତ୍ ଆପଣଙ୍କ କୃପାରୁ ମୁଁ ସୁଖରେ ଅଛି।)
  • ସଂ. ବି. ( 6 ଷ୍ଠୀ ତତ୍; ଚରଣ+କୃପା; ଗୁରୁଜନଙ୍କ ପ୍ରତି ବ୍ଯବହୃତ ଶବ୍ଦ) — [ଦ୍ର—ଚରଣାନୁଗ୍ରହ ଓ ଚରଣାନୁକମ୍ପା ଇତ୍ୟାଦି କେତେକ ଶବ୍ଦ ମଧ୍ୟ ଏହି ଅର୍ଥରେ ବ୍ଯବହୃତ ହୁଅନ୍ତି।]