ଚରଚା କରିବା Charachā karibā

  • ଦେ. (ଗ୍ରାମ୍ୟ) କ୍ରି — ଅତିଥିମାନଙ୍କୁ ଭୋଜନଦ୍ୱାରା ମର୍ଯ୍ୟାଦାପୂର୍ବକ ସେବା କରିବା — To serve and attend upon guests
  • ଦେ. (ଗ୍ରାମ୍ୟ) କ୍ରି — କେବଳ ବ୍ରାହ୍ମଣେ ଚରଚା କରିବାକୁ। କୃଷ୍ଣସିଂହ, ମହାଭାରତ, ସଭା।