ଚମଡ଼ା ଉତାରିବା Chamaṟḍ̠ā utāribā

  • ଦେ. କ୍ରି. (ସଂ. ଚର୍ମ+ଉତ୍ତରଣ) — ଜୀବ ଦେହରୁ ଚମଡ଼ାକୁ ବାହାର କରିବା; ଛାଲ ଉତାରିବା — To flay
  • ଦେ. କ୍ରି. (ସଂ. ଚର୍ମ+ଉତ୍ତରଣ) — (ଲକ୍ଷଣାର୍ଥ) ବିଶେଷ ପ୍ରହାର କରିବା — To give a sound thrashing