ଚମ୍ପାରଣ୍ୟ Champāraṇya
- ସଂ. ବି. (ନାମ) — ଆଧୁନିକ ବିହାର ପ୍ରଦେଶର ଚମ୍ପାରନର ପ୍ରାଚୀନ ନାମ (ହି. ଶବ୍ଦସାଗର) — The ancient name of Champaran, a district in Bihar
- ସଂ. ବି. (ନାମ) — [ଦ୍ର—ଚମ୍ପାରନ ବିହାରେ ତ୍ରିହୁତ ବିଭାଗର ଗୋଟିଏ ଜିଲ୍ଲା; ଏହାର ରାଜଧାନୀ ମୋତିହାରି; ଏହା ନେପାଳର ଦକ୍ଷିଣରେ।]