ଚମ୍ପାବତୀ Champābatī
- ଦେ. ବି. ସ୍ତ୍ରୀ — ଅଙ୍ଗରାଜ କର୍ଣ୍ଣଙ୍କ ରାଜଧାନୀ — Name of the capital of the king of Anga
- ଦେ. ବି. ସ୍ତ୍ରୀ — କାହାଣୀରେ ବର୍ଣ୍ଣିତ ରାଜକନ୍ୟାବିଶେଷ — Name of a princess in the folktales
- ଦେ. ବି. ସ୍ତ୍ରୀ — ଗ୍ରାମଠାକୁରାଣୀଙ୍କ ନାମ — Name of a village Goddess
- ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females
- ଦେ. ବି. ସ୍ତ୍ରୀ — [ଦ୍ର—ଚମ୍ପାବତୀ ନାମକ ସ୍ତ୍ରୀକୁ କେହି କେହି ଚମ୍ପା, ଚମ୍ପୀ ଚମ୍ପେଈ ଓ ଚମ୍ପାଈ ବୋଲି ମଧ୍ୟ ଡାକନ୍ତି।]