ଚମ୍ପତି Champati

  • ଦେ. ବି (ସଂ. ଚମୁପତି) — ଛୋଟ ରାଜା ବା ଜମିଦାର ବା ସେନାପତିଙ୍କର ରାଜଦତ୍ତ ଉପାଧି — A title given to a small landlord or commander of a small company of a soldiers
  • ଦେ. ବି (ସଂ. ଚମୁପତି) — ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ବିଶିଷ୍ଟ ଶୂଦ୍ର ଓ ଖଣ୍ଡାୟତ ପ୍ରଜାକୁ ପ୍ରଦତ୍ତ ଉପାଧିବିଶେଷ — An honorary title given to prominent Ṡūdra and Khaṇḍāyet royats by the chiefs of Orissa States
  • ଦେ. ବି (ସଂ. ଚମୁପତି) — ଖଣ୍ଡାଏତ ଓ କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ — A family title of Khaṇḍāyats and Kshyatriyas