ଚମ୍ପକମାଳା Champakamāḻā

  • ସଂ. ବି. ସ୍ତ୍ରୀ — ଚମ୍ପକଫୁଲନିର୍ମିତ ହାର — A garland of champaka flowers
  • ସଂ. ବି. ସ୍ତ୍ରୀ — 10 ଅକ୍ଷରବିଶିଷ୍ଟ ଛନ୍ଦୋବିଶେଷ — 10ଅକ୍ଷରବିଶିଷ୍ଟ ଛନ୍ଦୋବିଶେଷ— . A sanskrit metre of 10 letters
  • ସଂ. ବି. ସ୍ତ୍ରୀ — [ଦ୍ର—ଏଥିର 2 ୟ, 3 ୟ, 7 ମ ଓ 8 ମ ବର୍ଣ୍ଣ ଲଘୁ।] — [ଦ୍ର—ଏଥିର2ୟ,3ୟ,7ମ ଓ8ମ ବର୍ଣ୍ଣ ଲଘୁ]
  • ସଂ. ବି. ସ୍ତ୍ରୀ — କଣ୍ଟାଭରଣବିଶେଷ (ଏଥିର ଦାନାଗୁଡ଼ିକ ଚମ୍ପାକଢ଼ି ପରି) — A kind of necklace