ଚମୂଚର Chamūchara

  • ସଂ. ବି (ଚମୂ+ଚର୍ ଧାତୁ କର୍ତ୍ତୃ. ଅ) — ଯୋଦ୍ଧା; ସୈନିକ — Warrior; soldier
  • ସଂ. ବି (ଚମୂ+ଚର୍ ଧାତୁ କର୍ତ୍ତୃ. ଅ) — ସେନାନାୟକ — A captain; commander of an army