ଚମତ୍କାରକ Chamatkāraka

  • ସଂ. ବିଣ. (ଚମତ୍+କୃ ଧାତୁ+କର୍ତ୍ତୃ. ଅକ) — ଆଶ୍ଚର୍ଯ୍ୟ ଉତ୍ପାଦନକାରୀ; ବିସ୍ମୟକର — Astonishing; wonderful
  • ସଂ. ବିଣ. (ଚମତ୍+କୃ ଧାତୁ+କର୍ତ୍ତୃ. ଅକ) — ଅତ୍ୟନ୍ତ ସୁନ୍ଦର — Very beautiful
  • ସଂ. ବିଣ. (ଚମତ୍+କୃ ଧାତୁ+କର୍ତ୍ତୃ. ଅକ) — ମନୋମୋହକର — Captivating; charming