ଚମକ ପଡ଼ିବା Chamaka paṟḍ̠ibā

  • ଦେ. ବି — ଶୁଣିବା ଲୋକ ମନରେ ଛାନିଆ ବା କମ୍ପ ଉପସ୍ଥିତ ହେବା — Being frightened or startled
  • ଦେ. ବି — ନୋହିଲେ ଚମକ ତୁମ୍ଭ ନାମେ ଏଡ଼େ ପଡ଼େ ମେରୁମନ୍ଦର ଯେ ଭାଜିଯିବ ତୋର ଦାଢ଼େ—ପୀତାମ୍ବର, ନୃସିଂହପୁରାଣ