ଚପ୍ରାସ୍ Chap-rās

  • ବୈଦେ. ବି. — (ଫା. ଚପ୍ରାସ୍;) ଚପ୍=ବାମ+ରାସ୍ତ= ଡାହାଣ; ଯାହା ବାମ କାନ୍ଧରୁ ପଇତାପରି ଅଣ୍ଟାର ଡାହାଣକୁ ପଡ଼ିଥାଏ)—ପିଆଦାମାନେ ପରିଚୟ ଚିହ୍ନସ୍ୱରୂପ ପୋଷାକ ଉପରେ ଧାରଣ କରିଥିବା ପିତଳାଦି ନିର୍ମିତ ଫଳକ — A badge of a peon; a plate containing engravings of the name of the master or department under whom a peon serves
  • ବୈଦେ. ବି. — (ଫା. ଚପରାସି)—ଚପରାସୀ; ପିଆଦା — A peon
  • ବୈଦେ. ବି. — (ଫା)—କରତର ଦାନ୍ତମାନଙ୍କୁ ଏକାଦିକ୍ରମରେ ବାଆଁ ଓ ଡାହାଣକୁ ଝୁଙ୍କାଇବା କର୍ମ (ଏପରି ନ ହେଲେ କରତର ଦାନ୍ତ କାଠରେ ଘରା କରି ପାରେ ନାହିଁ।) — The act of bending the teeth of a saw alternatively a little to the right and to the left
  • ବୈଦେ. ବି. — ଚପରାସଚୟ ପେଶି କଂସରାୟ—କବିସୂର୍ଯ୍ୟ, ସଙ୍ଗୀତ।