ଚପାକାଗଜ Chapākāgaja

  • ଦେ. ବି. — ଯେଉଁ କାଗଜରେ ଲେଖିଲେ କାଳି କାଗଜଦ୍ୱାରା ଶୋଷି ହୋଇ ଯାଏ ବା କାଗଜ ସାହାଯ୍ୟରେ ଲିଖିତ କାଗଜକୁ ମଧ୍ୟକୁ କାଳି ଚପି ଯାଏ — Paper into which the ink soaks
  • ଦେ. ବି. — 2 ମସିଶୋସକ ପତ୍ର; ଛାପାକାଗଜ; ଯେଉଁ କାଗଜ ସାହାଯ୍ୟରେ ଲିଖିତ କାଗଜରୁ କାଳି ଶୋଷି ନିଆଯାଏ — 2ମସିଶୋସକ ପତ୍ର; ଛାପାକାଗଜ; ଯେଉଁ କାଗଜ ସାହାଯ୍ୟରେ ଲିଖିତ କାଗଜରୁ କାଳି ଶୋଷି ନିଆଯାଏ— 2. Blotting paper