ଚପର୍ଚପର୍ Chaparchaopar
- ଦେ. ଅ (ଧ୍ୱନ୍ୟନୁକରଣ) — ବର୍ଷାର ଝପ୍ଝପ୍ଶବ୍ଦ — Pattering of rain
- ଦେ. ଅ (ଧ୍ୱନ୍ୟନୁକରଣ) — ଦୁଇ ତିନି ଆଙ୍ଗୁଳ ପାଣି ବା କାଦୁଅ ଥିବା ସ୍ଥାନରେ ଲୋକ ଚାଲିଲେ ପଦାଘାତଜନିତ ଶବ୍ଦ — Splashing sound produced by a person walking on a ground in which there is one or two inches of water