ଚନ୍ଦ୍ରୋଦୟ Chandrodaya
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଉଦୟ) — ଚନ୍ଦ୍ରଙ୍କର ଆବିର୍ଭାବ; ଜ୍ୟୋସ୍ନାର ଆବିର୍ଭାବ — The rising of the moon; moon-rise
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଉଦୟ) — ଚନ୍ଦ୍ରାତପ; ଚାନ୍ଦୁଆ — Canopy (M.W.)
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଉଦୟ) — ଚନ୍ଦ୍ରୋଦୟ ମକରଧ୍ୱଜ (ଦେଖ) — Name of mercurial preparation
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଉଦୟ) — (ନାମ) ପାଣ୍ଡବପକ୍ଷୀୟ ଯୋଦ୍ଧାବିଶେଷ — Name of a Pāṇḍaba warrior (M.W.)