ଚନ୍ଦ୍ରିଳ Chandriḻa

  • ସଂ. ବି. (ଚନ୍ଦ୍ର+ଅଛି ଅର୍ଥରେ. ଇଳ) — ଶିବ — God Ṡiba
  • ସଂ. ବି. (ଚନ୍ଦ୍ର+ଅଛି ଅର୍ଥରେ. ଇଳ) — ନାପିତ; ଭଣ୍ଡାରି — Barber
  • ସଂ. ବି. (ଚନ୍ଦ୍ର+ଅଛି ଅର୍ଥରେ. ଇଳ) — ବାସ୍ତୁକ ବା ବଥୁଆ ଶାଗ — A kitchen herb; Chenopodium Album