ଚନ୍ଦ୍ରିକା Chandrikā
- ସଂ. ବି. (ଚନ୍ଦ+ଇକ+ଆ) — ଚନ୍ଦ୍ରକିରଣ — Moonlight
- ସଂ. ବି. (ଚନ୍ଦ+ଇକ+ଆ) — ନୟନତାରା — The pupil of the eye
- ସଂ. ବି. (ଚନ୍ଦ+ଇକ+ଆ) — ଚନ୍ଦ୍ରଭାଗା ନଦୀ — River Chandrabhāgā
- ସଂ. ବି. (ଚନ୍ଦ+ଇକ+ଆ) — ମୟୂରପୁଚ୍ଛର ଗୋଲାକାର ଚିତ୍ରିତ ଚିହ୍ନ — The circular multicoloured mark or eye on the tail-feather of a peacock
- ସଂ. ବି. (ଚନ୍ଦ+ଇକ+ଆ) — ଟଙ୍କାଚାନ୍ଦିମାଛ — The chanda fish; a kind of small circular white water-fish
- ସଂ. ବି. (ଚନ୍ଦ+ଇକ+ଆ) — ଅଭ୍ର — Mica
- ସଂ. ବି. (ଚନ୍ଦ+ଇକ+ଆ) — 13 ଅକ୍ଷର ଯୁକ୍ତ ଛନ୍ଦୋବିଶେଷ; ଉଜ୍ଜ୍ୱଳିନୀଛନ୍ଦ — 13ଅକ୍ଷର ଯୁକ୍ତ ଛନ୍ଦୋବିଶେଷ; ଉଜ୍ଜ୍ୱଳିନୀଛନ୍ଦ— . A metre of 13 letters
- ସଂ. ବି. (ଚନ୍ଦ+ଇକ+ଆ) — [ଦ୍ର—ଏଥିର 10, 11 ଓ 13 ବର୍ଣ୍ଣ ଗୁରୁ।] — [ଦ୍ର—ଏଥିର10, 11ଓ13ବର୍ଣ୍ଣ ଗୁରୁ]
- ସଂ. ବି. (ଚନ୍ଦ+ଇକ+ଆ) — ଶ୍ୱେତ କଣ୍ଟକାରୀ ଗୁଳ୍ମ — A kind of thorny plant; Rauwofolia Serpentina
- ସଂ. ବି. (ଚନ୍ଦ+ଇକ+ଆ) — ହାଲିମ (ଦେଖ) — Hālima (See)
- ସଂ. ବି. (ଚନ୍ଦ+ଇକ+ଆ) — ଆଭା; ଜ୍ୟୋତିଃ — Splendour (M.W.)
- ସଂ. ବି. (ଚନ୍ଦ+ଇକ+ଆ) — ଟାଙ୍ଗର; ଚନ୍ଦା — Baldness. (M.W.)