ଚନ୍ଦ୍ରିକାପାୟୀ Chandrikāpāyī

  • ସଂ. ବି. (ଚନ୍ଦ୍ରିକା+ପା ଧାତୁ+କତ୍ତୃ. ଇନ୍; 1 ମା. 1 ବ.) — ଯେ ଚନ୍ଦ୍ରକିରଣ ପାନ କରେ— ଚକୋର ପକ୍ଷୀ — The chakora bird (M.W.)