ଚନ୍ଦ୍ରିକାଦ୍ରବ Chandrikādraba

  • ସଂ. ବି (ଚନ୍ଦ୍ରିକା+ଦ୍ରୁ ଧାତୁ+କତ୍ତୃ. ଅ; ଯାହା ଚନ୍ଦ୍ର କିରଣ ଦ୍ୱାରା ଦ୍ରବୀଭୂତ ହୁଏ) — ଚନ୍ଦ୍ରକାନ୍ତମଣି — Moon-stone