ଚନ୍ଦ୍ରାର୍ଦ୍ଧ Chandrārddha
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ) — ଅର୍ଦ୍ଧଚନ୍ଦ୍ର — Half-moon
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ) — (ଲକ୍ଷଣାର୍ଥ) ନାୟକନାୟିକାର ଅଙ୍ଗରେ କାମକ୍ରିଡ଼ା ସମୟରେ ନାୟକ ବା ନାୟିକା ଦ୍ୱାରା କରାଯାଇଥିବା ଅର୍ଦ୍ଧଚନ୍ଦ୍ରାକାର ନଖକ୍ଷତ — A semicircular mark made by a lover on the body of his or her sweet heart during amorous dalliance
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ) — ବିନାଶ ଚନ୍ଦ୍ରାର୍ଦ୍ଧ ବିପାକ କର୍ମରୁ ନୋହିବୁ କିପାଇଁ ଭ୍ରମ। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ) — କପାଳରେ ଅର୍ଦ୍ଧଚନ୍ଦ୍ରକାର ତିଳକ — A semicircular or crescent shaped mark drawn on the forehead with sandal-paste