ଚନ୍ଦ୍ରାଭାସ Chandrābhāsa

  • ସଂ. ବି. (ବହୁବ୍ରୀହି; ଚନ୍ଦ୍ର+ଆଭାସ) — ଚନ୍ଦ୍ର ପରି ଆକାଶରେ ବେଳେ ବେଳେ ଦେଖାଯିବା ମରୀଚିକା — False moon; a mirage resembling the moon appearing in the sky (M.W.)