ଚନ୍ଦ୍ରାବଳୀ Chandrābaḻī

  • ସଂ. ବି. ସ୍ତ୍ରୀ — ଗୋବର୍ଦ୍ଧନମଲ୍ଲର ସ୍ତ୍ରୀ (କୃଷ୍ଣଙ୍କର ଜଣେ ପ୍ରଣୟିନୀ) — The wife of Gobardhhana Malla and said to be female-companion of Srikrishna
  • ସଂ. ବି. ସ୍ତ୍ରୀ — [ଦ୍ର—କୌଣସି କୌଣସି ବୈଷ୍ଣବ କବି ଏହାଙ୍କୁ ରାଧା ମଧ୍ୟ କହନ୍ତି କିନ୍ତୁ ଏ ରାଧାଙ୍କ ସଖୀ, ଚନ୍ଦ୍ରଭାନୁଙ୍କ କନ୍ଯା, ଏହାଙ୍କ ମାତାଙ୍କ ନାମ ବିନ୍ଦୁମତୀ।]
  • ସଂ. ବି. ସ୍ତ୍ରୀ — ଯୋଗିନୀବିଶେଷ (ହର୍ଷଚରିତ) — Name of a j̄oginī
  • ସଂ. ବି. ପୁଂ — ଚନ୍ଦ୍ରକିରଣ — Moonlight; moon-beam