ଚନ୍ଦ୍ରାନନ Chandrānana

  • ସଂ. ବିଣ. (ବହୁବ୍ରୀହି; ଚନ୍ଦ୍ର+ଆନନ) — ଚନ୍ଦ୍ରବଦନ (ଦେଖ) — Chandrabadana (See)
  • ସଂ. ବି — କାର୍ତ୍ତିକେୟ — A name of Kārttikeya
  • ସଂ. ବି — କାଳିକାପୁରାଣୋକ୍ତ ବୀରବିଶେଷ (ବୀରଚରିତ) — Name of a hero of Kāḻikā (M.W.)