ଚନ୍ଦ୍ରହାସ Chandrahāsa

  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ରାବଣର ଖଡ୍ଗ — The sword of Rābaṇa
  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ବଧିବି ଅବଧି ଚନ୍ଦ୍ରହାସ ଘେନି। ଚନ୍ଦ୍ରହାସ ଶୋଭି ଥାଅ ଜାଣିରେ। ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ରୌପ୍ୟ — Silver
  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ଚକଚକିଆ ତରବାରି — A dazzling sword; a glittering scimitar (M.W.)
  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ଦ୍ୱିରୁକ୍ତି କେବଳ ସିନା ଚନ୍ଦ୍ରୋଜ୍ଜ୍ୱଳ ଭୂଷା ଯାହାଙ୍କର ଚନ୍ଦ୍ରହାସ ବ୍ରଣାଙ୍କିତ ଦେହେ। ରାଧାନାଥ, ମହାଯାତ୍ରା।
  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ଚନ୍ଦ୍ରୋଦୟ ବା ଚନ୍ଦ୍ରକିରଣ ପରି ମନୋହର ହାସ୍ୟ — A sweet smile (compared to the rising of the moon or the moon's ray
  • ସଂ. ବି. (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜ୍ୱଳତାରେ ଯେ ଚନ୍ଦ୍ରକୁ ଉପହାସ କରେ) — ବଧିବି ଅବଧି ଚନ୍ଦ୍ରହାସ ଘେନି। ଚନ୍ଦ୍ରହାସ ଶୋଭି ଥାଅ ଜାଣିରେ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବି—( 6 ଷ୍ଠୀ ତତ୍) — ଚନ୍ଦ୍ରକିରଣ — Moon light
  • ଦେ. ବି—( 6 ଷ୍ଠୀ ତତ୍) — ବୋଲାଇବା ପଦ୍ମିନୀ ସକାଶେ। ବିନାଶିତା ହେଲୁ କିବା ଚନ୍ଦ୍ରହାସେ। ଭଞ୍ଜ, ବୈଦେହୀଶବିଳାସ।