ଚନ୍ଦ୍ରହାସା Chandrahāsā

  • ସଂ. ବି. ସ୍ତ୍ରୀ (ଚନ୍ଦ୍ର+ହସ୍ ଧାତୁ+ଅ+ସ୍ତ୍ରୀ. ଆ) — ଗୁଳୁଚି ଲତା ଓ ଫୁଲ — Tinaspora Cardifolia; Cocculus Cordifolius (creeper and flower)
  • ସଂ. ବି. ସ୍ତ୍ରୀ (ଚନ୍ଦ୍ର+ହସ୍ ଧାତୁ+ଅ+ସ୍ତ୍ରୀ. ଆ) — ଯୋଗିନୀବିଶେଷ — Name of a j̄oginī (M.W.)